ଧୂଳିଦାଣ୍ଡରେ କିନ୍ନର ଅଂଶ ଗ୍ରହଣ

ବ୍ରହ୍ମପୁର, (ଅନିଲ କୁମାର): ମେରୁ ସଂକ୍ରାନ୍ତି ତଥା ୧୪ ତାରିଖ ଯାଏଁ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା ଅନୁଷ୍ଠିତ ହେବ । କରୋନା କଟକଣା ଅନୁଯାୟୀ ଚଳିତ ବର୍ଷ ଦଣ୍ଡଯାତ୍ରା ବ୍ରହ୍ମପୁରର ବିଭିନ୍ନ ସାହିରେ ଆୟୋଜିତ ହେଉଛି । ଗାନ୍ଧୀ ନଗର ପ୍ରଥମ ଲାଇନଠାରେ ରାମଲିଙ୍ଗେଶ୍ୱର ଏବଂ ମୁଖ୍ୟ ରାସ୍ତା ପାଶ୍ୱର୍ରେ ସିଦ୍ଧେଶ୍ୱର ଗ୍ରାମ ତରଫରୁ ଧୂଳିଦାଣ୍ଡରେ କିନ୍ନରମାନେ ଅଂଶ ଗ୍ରହଣ କରି ଦର୍ଶନ ମାନଙ୍କୁ ନିଜର କଳା ଅଭିନୟ ମାଧ୍ୟମରେ ଉତ୍ସାହିତ କରୁଛନ୍ତି । ମାନସିକଧାରୀ ଦଣ୍ଡୁଆମାନେ ଦଣ୍ଡନାଚ ପରିବେଷଣ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ