ନଇଁ ରେ ବୁଡିଗଲେ ଯୁବକ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାହାଡାପଦର ଗାଁ ରେ ଏକ ଅଭାବନୀ ୟ ଘଟଣା ଘଟି ଯାଇଛି, ଆଜି ସକାଳୁ ବାହାଡାପଦର ଗାଁ ର ଅଟୋ ଚାଳକ କାର୍ତିକ ସ୍ୱାଇଁ, ବୟସ ୩୭ ବାପା ଦେବରାଜ ସ୍ୱାଇଁ ନଦୀ କୁ ଗାଧୋଇ ଯାଇଥିବା ସମୟ ରେ ନଦୀ ରେ ବୁଡି ମୃତ୍ୟୁ ଘଟିଛି, ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି, ଶବବ୍ୟବଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ନିଆଯାଇଛି


