ନକଲି ଘିଅ କମ୍ପାନୀ ଉପରେ ଜଗତପୁର ଥାନାର ଚଢ଼ାଉ

କଟକ,(ଦୀପକ୍ କୁମାର ବେଉରା): ନକଲି ଓ ଅପମିଶ୍ରିତ କମ୍ପାନୀ ଭୂସ୍ବର୍ଗ କଟକଜିଲ୍ଲା ଦିର୍ଘ ୩ ମାସ ଭିତରେ କଟକ ମାଲଗୋଦାମ ଅଞ୍ଚଳରୁ ୭ଟି,ଚୌଦ୍ବାରରୁ ୧ଟି,କଟକ ସଦର ରୁ ୧ଟି,ଜଗତପୁରରୁ ୪ଟି ନକଲି କମ୍ପାନୀ ଉପରେ କଟକ କମିସନରରେଟ୍ ପୋଲିସ ପଖ୍ଯରୁ ଚଢାଉ କରାଯାଇ ୪କୋଟି ୫୦ଲଖ୍ଯ ଟଙ୍କର ସାମଗ୍ରୀ ଜବତ କରିବା ସହ ୧୬ଜଣଙ୍କୁ ଗିରଫ କରିଛି ଆଜି ଆଜି ଜଗତପୁର ସ୍ଥିତ ସୁବାଷ ଘିଅ କମ୍ପାନୀରେ ଡିସିପି ପ୍ରତିକ ସିଂ ଙ୍କ ନେତୃତ୍ୱରେ କଟକ କମିସନରରେଟ୍ ପୋଲିସ, CMC ସ୍ୱାସ୍ଥ୍ୟ ଅଧିକାରୀ ଓ ଓଜନ ମାନ ବିଭାଗ ମିଳିତ ଭାବେ ଚଢାଉକରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଘିଅ, ସସ,ଆଚାର ଏବଂ ଜନ୍ତାସ ଜବତକରି ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ଏଠି ପ୍ରଶ୍ନ ଉଠୁଛି ଏହି କମ୍ପାନୀ ଗୁଡିକୁ ଯେତେବେଳେ ଖୋଲିବା ପାଇଁ ଅନୁମତି ଦିଆଯାଉଛି ସେତେବେଳେ ସ୍ବାସ୍ଥ୍ୟ ବିଭାଗ ଠିକସେ ଆଙ୍କ ଉପରେ ନଜର ନରଖିବାରୁ ଏହିଭଳି ଅପମିଶ୍ରିତ ନକଲି କମ୍ପାନୀ ଗୁଡିକ ସାଧାରଣ ଲୋକଙ୍କୁ ଭକୁଆ ବନାଇ ଲଖ୍ଯଲଖ୍ଯ ଟଙ୍କା ମୁନାଫା କମାଇ ନିଜର ସାର୍ମାଯ୍ଯ ବିସ୍ତାର କରି ଲୋକମାନଙ୍କ ଜିବନ ସହିତ ଖେଳ ଖେଳୁଥିବାର ଦେଖିବାକୁ ମିଳୁଛି ଅନ୍ଯପଖ୍ଯରେ ସରକାର ଲୋକମାନଙ୍କ ସ୍ବାସ୍ଥ୍ୟ ରଖଖ୍ଯା ପାଇଁ ଖାଦ୍ଯର ଉର୍ନତ ମାନ ପରଖିବା ପାଇଁ ବିଭିନ୍ନ ବିଭାଗ କର୍ମଚାରୀ ନିଯୁକ୍ତି କରିଥିଲେ ମଧ୍ୟ ୩ମାସରେ ୧୫ ଟି ଅପମିଶ୍ରିତ କମ୍ପାନୀର ଠାବ ହେବାପରେ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ