ନକଲି ଦେଶୀ ମଦ ପାଉଚ୍ ଜବତ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଜୁନାଗଡ ଠାରେ ଅବକାରୀ ବିଭାଗ ସ୍ବତନ୍ତ୍ର ସ୍କ୍ୱାର୍ଡ ର ଚଢ଼ାଉ ! ଅଭିଯୁକ୍ତ ମାନେ ନକଲି ମଦ ପାଉଚ୍ଚ ତିଆରି କରି ବାହାର କୁ ଚାଲାଣ କରୁଥିବା ସୂଚନା ଦେଲେ ଅବକାରୀ ନିରୀକ୍ଷକ ଲଳିତ ମୋହନ ମିଶ୍ର ! କଳାହାଣ୍ଡି ଅବକାରୀ ଅଧିକ୍ଷକ ରଞ୍ଜନ ନାଏକ ଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିଲା ଚଢ଼ାଉ ! ତିନି ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ବିହାର ଏବଂ ଅନ୍ୟ ଦୁଇଜଣ ଜୁନାଗଡ ର ବୋଲି ସୁଚନା ! ଆଖ ପାଖ ଅଂଚଳରେ ନକଲି ପାଉଚ ଫ୍ୟାକ୍ଟ୍ରି ଥିବା ସନ୍ଧେହ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ