ନକଲି ପରିଚୟ ଦେଇ ଚୋରୀ

କଳାହାଣ୍ଡି (ଯୁଗାବ୍ଦ ନ୍ୟୁଜ) ଭବାନୀପାଟଣା ଜଗନ୍ନାଥ ମନ୍ଦିର ନିକଟରୁ ଅଭିନବ ଉପାୟରେ କିଛି ଯୁବକ ରାମକଲି ଅଗ୍ରୱାଲ ନାମକ ଜଣେ ମହିଳାଙ୍କ ଠାରୁ ସୁନାଗହଣା ଲୁଟ କରିନେଇଛନ୍ତି । ନିଜକୁ ସରକାରୀ ଅଧିକାରୀ କହି ମହିଳା ଙ୍କୁ ଧମକାଇବାରୁ ମହିଳା ଜଣକ ନିଜ ସୁନା ମୁଦି, ଚେନ, ଚୁଡି ଆଦି ଖୋଲି ସେମାନଙ୍କୁ ଦେଇ ଦେଇ ଥିଲେ ଯାହାର ଭିଜୁଆଲ ସିସି ଟିଭି ରେ ରେକର୍ଡ ହୋଇଛି । ସିସି ଟିଭି ଫୁଟେଜ କୁ ଆଧାର କରି ଭବାନୀ ପାଟଣା ଟାଉନ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ