ନକଲି ପାସ କୁ ନେଇ ଲିଙ୍ଗରାଜ ମନ୍ଦିରରେ ହଟ୍ଟଗୋଳ

ଜାଗର ଅବସରରେ ପ୍ରସିଦ୍ଧ ଶୈବପିଠ ଲିଙ୍ଗରାଜ ମନ୍ଦିରରେ ଦେବୋତ୍ତର କମିଶନଙ୍କ ନକଲି ପାସ୍ ଦେଇ ମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ସୂଚନା ଅନୁସାରେ, ନକଲି ପାସ୍ ତିଆରି କରାଯାଇ ଲୋକଙ୍କୁ ବିକ୍ରି କରାଯାଉଛି ପୁଲିସ୍ ପ୍ରଶାସନ କିଛି ନକଲି ପାସ୍ ଜବତ କରିଥିବା ସୂଚନା ମିଳିଛି ଗୋଟିଏ କ୍ରମିକ ନମ୍ବର ଏକାଧିକ ପାସରେ ରହିଥିବା ଜଣାପଡିଛି
ଘଟଣାର ତଦନ୍ତ କରାଯାଇ ଆଗାମୀ ସମୟରେ ପଦକ୍ଷପ ନିଆଯିବ ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ