ନଗର ଉନ୍ନୟନ ବିଭାଗ ଲୋକ ପ୍ରତିନିଧିଙ୍କ କେରଳ ଗସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ରାଜ୍ୟ ନଗର ଉନ୍ନୟନ ବିଭାଗ ରାଜ୍ୟ ର ବଛା ବଛା କିଛି ଲୋକ ପ୍ରତିନିଧି ଙ୍କ ଏକ ଟିମ କୁ ନେଇ କେରଳ ଗସ୍ତ କରିଛି|ପ୍ରକାଶ ଥାଉ କି ବିଭିନ୍ନ ନଗର ଓ ସହର ନିର୍ବାଚିତ ଲୋକ ପ୍ରତିନିଧି ଙ୍କ ଏକ ଟିମ କୁ ନେଇ କେରଳ ଗସ୍ତ ରେ ନେଇଥିବା ଜନପ୍ରତିନିଧି ଙ୍କୁ ନେଇ କେରଳ ର ତିରୁବାନନ୍ତପୁର କୁ ନେଇ ଯାଇଛନ୍ତି | ସେଠାରେ କେରଳ ସରକାର ଙ୍କ ନଗର ଉନ୍ନୟନ ବିଭାଗ ର ନିଁର୍ଧେଶକ ଓ ସଚିବ ନିର୍ବାଚିତ ପ୍ରତିନିଧିଙ୍କୁ ସେମାନେ କିଭଳି ପରିଚାଳନା କରିଛନ୍ତି ଓ ସେମାନଙ୍କ ଯୋଜନା ଗୁଡିକ କିଭଳି କାର୍ଯ୍ୟକାରୀ ହେଉଛି ସେ ନେଇ ତୁଳନାତ୍ମକ ଭାବେ ବର୍ଣନା କରିଥିଲେ |ଏହି ପ୍ରତିନିଧି ଙ୍କୁ କନ୍ୟାକୁମାରୀ କୋଚି ଇତ୍ୟାଦି ଯାଗା ବୁଲାଇ ଦେଖାଇବା ବ୍ୟବସ୍ଥା କରାଯାଇଥିବା କାଶୀନଗର ଏନ ଏ ସି ଉପାଧ୍ୟକ୍ଷ୍ୟ ଶ୍ରୀ ରଘୁରାମ ସାହୁ ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ