ନଗୁଆଁ ପଂଚାୟତ ପକ୍ଷରୁ ପଲ୍ଲିସଭା

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ନଗୁଆଁ ଗ୍ରାମପଞ୍ଚାୟତ ପକ୍ଷରୁ ସ୍ୱତନ୍ତ୍ର ପଲ୍ଲିସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ କମଳ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ଅଧିନ ହେଲପୁର, ପାଇମହୁରା, ଧୂଳିଗଡ଼ିଆ, ବାଘମରା, ନଗୁଆଁ, ମହାପୋଖରୀ, ବାଲିଗଡ଼ିଆ, ଡଗରପଡା ପ୍ରମୁଖ ଗ୍ରାମରେ ପଲ୍ଲିସଭା ଅନୁଷ୍ଠିତ ହୋଇଥିଲା । ବିଶେଷକରି ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ବାବଦରେ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ପ୍ରକଳ୍ପ ମଧ୍ୟ ଅନୁମୋଦନ ହୋଇଥିଲା । ଜିଆରଏସ ସନ୍ତୋଷ କୁମାର ରାଉତ ପଲ୍ଲିସଭା ବୈଠକକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ