ନଗୁଡୁରେ ବିଶ୍ବ ମଧୁମେହ ଦିବସ
‘(ବୁଗୁଡ।) ବୁଗୁଡ। ବ୍ଲକ ଅନ୍ତର୍ଗତ ମ।ଣିତର। ସ୍ୱ।ସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଗୁରୁବ।ର ଦିନ ବିଶ୍ୱ ମଧୁମେହ ଦିବସ ନଗୁଡୁ ନଟବର ନୋଡ।ଲ ଉଚ୍ଚ ବିଦ୍ୟ।ଳୟ ପରିସରରେ ଅନୁଷ୍ଟିତ ହୋଇଯ।ଇଛି। ମ।ଣିତର। ପଂଚ।ୟତ ସରପଞ୍ଚ ଶ।ନ୍ତିଲତ। ନ।ୟକଙ୍କ ଅଧ୍ୟକ୍ଷତ।ରେ ଅନୁଷ୍ଟିତ ଏହି କ।ର୍ଯ୍ୟକ୍ରମରେ ମ।ଣିତର। ମେଡିକ।ଲ ଅଧିକ।ରୀ ଡ।କ୍ତର ଦୟ।ନିଧି ର।ଉତ ଓ ଡ।କ୍ତର ଦୁର୍ଗ। ପ୍ରସ।ଦ ବିଶ୍ୱ।ଳ ମଧୁମେହ ରୋଗର କ।ରଣ ଓ ନିର।କରଣ ବିଷୟରେ ଉପସ୍ଥିତ କିଶୋର, କିଶୋରୀ ଓ ଜନସ।ଧ।ରଣଙ୍କୁ ବିଶଦ ଭ।ବେ ଅବଗତ କର।ଇଥିଲେ।ଛ।ତ୍ରୀ ଛ।ତ୍ର। ମ।ନେ ସ୍ୱ।ସ୍ଥ୍ୟ ସଚେତନତ। ଓ ପରିବେଶ ପରିଷ୍କ।ର ରଖିବ। ପ।ଇଁ ପ୍ଲ।କ କ।ର୍ଡ ଧରି ଗ୍ର।ମ ପରିକ୍ରମ। କରି ଜନସଚେତନତ। କରିଥିଲେ। ଅନ୍ୟମ।ନଙ୍କ ମଧ୍ୟରେ ଫ।ର୍ମ।ସିଷ୍ଟ ର।ମ ଚନ୍ଦ୍ର ମିଶ୍ର, ଟେକିନିସିୟନ କ।ଳି ପ୍ରସ।ଦ ସ।ହୁ,ଏ ଏନ ଏମ କୃଷ୍ଣ ପ୍ରିୟ। ପଣ୍ଡ। ଓ ପ୍ରଧ।ନ ଶିକ୍ଷକ ରମେଶ ଚନ୍ଦ୍ର ସ।ହୁ କ।ର୍ଯ୍ୟକ୍ରମରେ ସହଯୋଗ କରିଥିଲେ।