ନଦୀରେ ଭାସିଯାଇ ଜଣେ ନିଖୋଜ

ଚିତ୍ରକୋଣ୍ଡା, (ଅରୁନିମା ପୁରୋହିତ):ମାଲକାନଗିରି ଜିଲା ଚିତ୍ରକୋଣ୍ଡା କଳାହାଣ୍ଡି ସାହିର ଶୈଳ ଠାକୁର,ଆଜି ପଡୋଶୀଙ୍କ ଦଶା କାର୍ଯ୍ୟରେ ଦୋରାଗୁଡା ନଦୀ ଘାଟକୁ ଯାଇଥିଲେ l ଗୋଧୋଇବା ସମୟରେ ଅଧିକ ପାଣିକୁ ପଶି ଯାଇ ବୁଡ଼ି ଯାଇଥିଲେ l ପରିବାର ଓ ସାହିର ପଡୋଶୀ ଲୋକ ଡଙ୍ଗାରେ ଏବଂ ବୁଡ଼ି ଖୋଜି ଥିଲେ ମଧ୍ୟ ପାଇ ନଥିଲେ ଶୈଳ ନଦୀ ଶ୍ରୋତରେ ଭାଷୀ ଯାଇ ନିଖୋଜ ଅଛନ୍ତି l ଚିତ୍ରକୋଣ୍ଡା ଥାନା ପୁଲିସ ଖବର ପାଇ ଖଟଣା ସ୍ଥଳକୁ ପହଂଚିବା ସହ ଅଗ୍ନିଶମ ଓଡ୍ରାଫ ଟିମ କୁ ଜଣାଇ ଛନ୍ତି l ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ଙ୍କୁ ମଧ୍ୟ ନିଖୋଜ ସମ୍ପର୍କରେ ଜଣାଯାଇ ଅଛି l ଖୋଜା ଖୋଜି ଚାଲୁ ରହିଛି ବର୍ତ୍ତମାନ ସୁଧା ଶରୀର ମିଳିନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ