ନଦୀ ରେ ତିଆରି ଚାଲିଛି ହୋଟେଲ , ଦିନକର ଭଡା କେତେ ଆସନ୍ତୁ ଜାଣିବା ?

(ଯୁଗାବ୍ଦ ନ୍ୟୁଜ) ସ୍ୱଡେନ ର ଲେପଲେଣ୍ଡ ଅଞ୍ଚଳ ରେ ଥିବା ଲ୍ୟୁଲ ନଦୀ ଉପରେ ତିଆରି ତାଲିଛି ଭାସମାନ ହୋଟେଲ । ପ୍ରକୃତିକ ସୌ ନ୍ଦର୍ଯ୍ୟ ରେ ଭରା ଏହି ନଦୀ ଉପରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ମାଣ ହେଉଛି ବ୍ୟୟବହୁଳ ହୋଟେଲ । ୨୦୨୦-୨୧ ସୁଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଅନୁମାନ କରାଯାଉଛି । ଏଠାରେ ଯଦି ପର୍ଯ୍ୟଟକ ମାନେ ଗୋଟିଏ ଦିନ ରାତ୍ରି ଯାପନ କରିବେ ତେବେ ଦେବାକୁ ପଡିବ ୭୫ ହଜାର ଟଙ୍କା । ନିର୍ମାଣ କାର୍ଯ୍ୟ ସରି ନାହିଁ କିନ୍ତ ୁଏଠି ରହିବା ପାଇଁ ପର୍ଯ୍ୟଟକ ମାନେ ବୁକୁଙ୍ଗି ଆରମ୍ବ କରିସାରିଲେଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ