ନନ୍ଦକୁମାର ସିଂ ଚୌହାନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, , (ଓ୍ବାଇଏନ୍ଏସ୍) : ନନ୍ଦକୁମାର ସିଂ ଚୌହାନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଖଣ୍ଡୱା ଲୋକସଭା ସାଂସଦ ନନ୍ଦକୁମାର ସିଂ ଚୌହାନ ଜୀଙ୍କ ଦେହାନ୍ତରେ ମର୍ମାହତ । ସମଗ୍ର ମଧ୍ୟପ୍ରଦେଶରେ ବିଜେପିକୁ ମଜବୁତ କରିବା ପାଇଁ ସଂସଦୀୟ କାର୍ଯ୍ୟ, ସାଂଗଠନିକ ଦକ୍ଷତା ତଥା ଉଦ୍ୟମ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ତାଙ୍କ ପରିବାର ପ୍ରତି ମୋର ସମବେଦନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ