ନନ୍ଦିଗ୍ରାମରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଜାମୁଗାଁ ପଂଚାୟତ ନନ୍ଦିଗ୍ରାମ ଠାରେ ନନ୍ଦିକେଶ୍ୱର ୟୁଥ କ୍ଳବ ଓ ମା ପାଟ କୁମାରୀ ହେଲଥ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ମାଗାଣ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବିଭିନ୍ନ ଚକ୍ଷୁ ପରୀକ୍ଷା କରାଯିବା ସହିତ ଚଷମା ପ୍ରଦାନ ଓ ମୋତିଆ ବିନ୍ଦୁ ଅସ୍ତ୍ର ପଚାର କରାଯିବାର ବନ୍ଦୋବସ୍ତ କରାଯାଇଛି । ଶିବିରକୁ ୟୁଥ କ୍ଳବ ପକ୍ଷରୁ ଅନିରୁଦ୍ଧ ପାଢୀ, ଉମାକାନ୍ତ ପାଢୀ, ସୈାଭାଗ୍ୟ ପରଡା, ଅନ୍ତର୍ଯ୍ୟାମୀ ପରଡା ଆଦି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ