ନବରଙ୍ଗପୁର ଆରଟିଓଙ୍କ ଡ୍ରାଇଭରଙ୍କ ଘରେ ଭିଜିଲାନ୍ସ ଟିମ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) :  କାଚରା ସାହିରେ ରହୁଥିବା ଆରଟିଓଙ୍କ ଡ୍ରାଇଭର ନିରଞ୍ଜନ କାର୍ଯୀଙ୍କ ଘରେ ଅଜି ଭିଜିଲାନ୍ସ ଟିମ ରେଡ କରିଛନ୍ତି ।  ନବରଙ୍ଗପୁର ପରିବହନ କାର୍ଯ୍ୟାଳୟର ଆରଟିଓ ଗଣେଶ କହରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡା ଭିଜିଲାନ୍ସ ୭ ଜଣିଆ ଟିମ ପାରଳାଖେମୁଣ୍ଡି ସ୍ଥିତ କାଚରା ସାହିରେ ରହୁଥିବା ନବରଙ୍ଗପୁର ଆରଟିଓଙ୍କ ଡ୍ରାଇଭର ନିରଞ୍ଜନ କାର୍ଯୀଙ୍କ ବାସଗୃହରେ ଚଢାଉ କରିଛନ୍ତି ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ସହ ୭ ଜଣିଆ ଟିମ ସହଡ୍ରାଇଭର ଘରେ ଆରଟିଓଙ୍କ ବିରୋଧରେ ଥିବା ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକା ସମୟରେ ନବରଙ୍ଗପୁର, ପୁଲବାଣୀ, ଭୁବନେଶ୍ବର, ପାରଳାଖେମୁଣ୍ଡି ଠାରେ ଚଢାଉ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ