ନବୀନଙ୍କ ଉପରେ ବର୍ଷିଲେ ମୋଦୀ

ଓଡିଶାରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକିଥିବା ବେଳେ ଏବେ ବିଜେଡି ଓ ବିଜେପି ମଧ୍ୟରେ ବିଜୟ ସମ୍ଭାବନା କୁ ନେଇ ଆରମ୍ଭ କରିଦେଲେଣୀ ପ୍ରଚାର । ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ କେନ୍ଦ୍ରପଡା ଓ ବାଲେଶ୍ୱର ସମାବେଶରେ ବିଜେଡି ସୁପ୍ରିମୋ ଉପରେ କଡା ଟିପଣୀ ଦେଇଥିଲେ । ଓଡିଶାରେ ବିଜେପି ସରକାର ଗଢିିବ ବୋଲି ଏହି ଜନସମୁଦ୍ର ସୂଚନା ମିଳୁଛି । ଲୋକମାନେ ପରିବର୍ତ୍ତନର ରାହା ଖୋଜୁଛନ୍ତି । ଏହାର ପ୍ରତି ଜବାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ୩ ପର୍ଯ୍ୟାୟ ନିର୍ବାଚନ ଶେଷହେବା ବେଳେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିସାରିଲାଣି । ଶପଥ ଗ୍ରହଣ ଉସ୍ତରବକୁ ମୋଦୀଙ୍କୂୁ ନିମନ୍ତ୍ରଣ ରହିଲା । ଚଳିତ ବର୍ଷ ସାଧାରଣ ନିର୍ବାଚନ ରୋଚକ ସ୍ଥିତିରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ