ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟସ୍ତରୀୟ କବି ସମ୍ମିଳନୀ

ବ୍ରହ୍ମପୁର : ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ନବୀନର ଏକବିଂଶ ବିଷୁବ ମିଳନ ଅବସରରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହେ ।ଇଯାଇଛି । ପ୍ରତିଷ୍ଠାନର କାଯର‌୍ୟକାରୀ ସଭାପତି ଡ଼. ଶ୍ରୀବତ୍ସ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାଯର‌୍ୟକ୍ରମରେ ଐତିହାସିକ ଡ଼. କାର୍ତ୍ତିକ ଚନ୍ଦ୍ର ରାଉତ ଅତିଥି ଭାବେ ଯେ ।ଗ ଦେଇଥିଲେ । କବି ନୀଳକଣ୍ଠ ସାହୁ, ସୌଦାମିନୀ ମିଶ୍ର ଓ କପିଳ ଚନ୍ଦ୍ର ମହାନ୍ତିଙ୍କ ସଂଯେ ।ଜନାରେ କବି ଡ଼ା. ଚନ୍ଦ୍ରମଣି ସ୍ୱାଇଁ, ଡ଼. ଡ଼ମ୍ବରୁଧର ସାହୁ, ସୂଯର‌୍ୟକାନ୍ତ ପାତ୍ର, ବାନାମ୍ବର ଶତପଥୀ, ଉମା ଚରଣ ମିଶ୍ର, ରଙ୍କନାଥ ସେଠୀ, ଟି. କାଳୀ ପ୍ରସାଦ ରାଓ, ସୁଶାନ୍ତ କର, ବୃନ୍ଦାବନ ବାଡ଼ତ୍ୟା, ବନ୍ଦନା ମହାପାତ୍ର, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ଦେବୀ ପ୍ରସାଦ ମହାପାତ୍ର, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଟୁଟୁ ପାଢ଼ୀ, ପ୍ରଦୀପ କୁମାର ଷଡ଼ଙ୍ଗୀ, ଗୌର ଷଡ଼ଙ୍ଗୀ, ପ୍ରଭାକର ସାହୁ, ସରେ ।ଜ କାନ୍ତ ରଥ, ଜ୍ୟୋତ୍ସ୍ନା ମହାନ୍ତି, ସରିତା ପଣ୍ଡା, ମାନସ ରଞ୍ଜନ ତ୍ରିପାଠୀ, ସୁରେନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ମିଟୁରାମ ନାୟକ, ବୃନ୍ଦାବନ ନାୟକ, ବାଲ୍ମିକୀ ମହାପାତ୍ର, ତ୍ରିନାଥ ନାୟକ, ସ୍ନେହାଞ୍ଜଳୀ ରଥ, ଜନ୍ମେଜୟ ରଥ, ପୁଷ୍ପାଞ୍ଜଳି ପଟ୍ଟନାୟକ, ମାଗୁଣୀ ଚରଣ ସାହୁ, ଅନ୍ନପୂର୍ଣ୍ଣା ପଣ୍ଡା, ଭଗବାନ ତ୍ରିପାଠୀ, କାଳିନ୍ଦୀ ଚରଣ ନାୟକ, ଶିବ ସୁନ୍ଦର ରଥ, ତପନ କୁମାର ପଟ୍ଟନାୟକ, ପ୍ରମିଳା ମହଲା, ସ୍ୱର୍ଣ୍ଣପ୍ରଭା ପାଢ଼ୀ, ମନ୍ମଥ ପାଢ଼ୀ, ଅରବିନ୍ଦ ପଣ୍ଡା, ଡ଼ା. ଅରୁଣ କୁମାର ଦାଶ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଇଂ. ପ୍ରଫୁଲ କୁମାର ତ୍ରିପାଠୀ, କୃଷ୍ଣଚନ୍ଦ୍ର ପାଳ, ଈଶ୍ୱର ପ୍ରସାଦ, ପବିତ୍ର କୁମାର ଚୌଧୁରୀ, ବସନ୍ତ କୁମାର ଅଧିକାରୀ, ପ୍ରଦୀପ କୁମାର ପାଣିଗ୍ରାହୀ, ନିଳାମ୍ବର ମହାପାତ୍ର, ଅଞ୍ଜଳି ଦାଶ, ଭାଗ୍ୟଲକ୍ଷ୍ମୀ ମହାରଣା, ପ୍ରଦୀପ୍ତ କୁମାର ମିଶ୍ର, ଡ଼. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଦୁଯେର‌୍ୟାଧନ ମହଲା, ବସନ୍ତ କୁମାର ବେହେରା, ବନେ ।ଜ କୁମାର ପାଣିଗ୍ରାହୀ, ଯେ ।ଗୀ ନାହାକ, ଦିପ୍ତୀମିତା ମହାପାତ୍ର, ଅମରେଶ କୁମାର, ସାବିତ୍ରୀ ଦେବତା, ପୂର୍ଣ୍ଣଚନ୍ଦ୍ର ଅ ।·ଯର‌୍ୟ, ଗେ ।ଦାବରୀଶ ଦାଶ, ବିଜୟ କୁମାର ପାଢ଼ୀ, ସୁଶାନ୍ତ ଦାଶ, ନଳିନୀକାନ୍ତ ଗୌଡ଼, ପ୍ରଭାତ କୁମାର ସାହୁ, ଡ଼. ପ୍ରଫୁଲ ଚନ୍ଦ୍ର ମହାନ୍ତି ହାରିତସ୍ ପ୍ରମୁଖ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । କବି ସମ୍ମିଳନୀରେ ପ୍ରବୀଣ ଭେଷଜ ବିଶାରଦ ଡ଼. ପ୍ରଫୁଲ ଚନ୍ଦ୍ର ସାହୁ, ବିଶିଷ୍ଟ କବି ବିପିନ ନାୟକ, ଅବସରପ୍ରାପ୍ତ ବି·ରପତି ଅବନୀ ରଞ୍ଜନ ଦାଶ, ନବୀନର ସମ୍ପାଦକ ରବି ରଥ, ପ୍ରଫେସର ରଘୁନାଥ ପ୍ରସାଦ ପାଢ଼ୀ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ