ନବ ଜାତକ କୁ ଛାଡି ମା ଫେରାର

ମୋହନା ,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ କୁଶାପଲ୍ଲୀ ଗ୍ରାମରେ ଶନିବାର ଦିନ ସନ୍ଧ୍ୟା ସମୟରେ ଜୈନିକ ମହିଳା ପ୍ରିୟତମା ନାମକ ଘରକୁ ଯାଇ ପିଇବା ପାଇଁ ପାଣି ମାଗି ଥିଲେ |ପ୍ରିୟତମା ପାଣି ଆଣିବା ସମୟରେ ମହିଳା ଜଣକ ନବଜାତକ ଶିଶୁ ଟିକୁ ସେଠାରେ ଛାଡି କେଉଁ ଆଡେ ଚାଲି ଯାଇ ଥିଲେ |ବହୁ ଖୋଜ ଖୋଜି ପରେ ଇଣ୍ଟେର୍ନେଟ ମାଧ୍ୟମରେ ଚାଇଲଡ ଲାଇନର   ନମ୍ବର ପାଇ ଯୋଗାଯୋଗ କରି ଥିଲେ |ପାରଳାଖେମୁଣ୍ଡି ଚାଇଲଡ ଲାଇନର କର୍ମୀ ଅନିତା ଓ ତାଙ୍କ ସହ ଯୋଗୀ ମାନେ ପହଞ୍ଚି ଶିଶୁ ଟିକୁ ପାରଳାଖେମୁଣ୍ଡି c c w d କୁ ନେଇ ଥିବା ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ