ନଭେମ୍ବର ୨୧ ରେ ଓଟିଇଟି ପରୀକ୍ଷା ଫଳ

(ଭୂବନେଶ୍ୱର)-ଅନେକ ବିଭ୍ରାଟ ଶେଷରେ ଆସନ୍ତା ନଭେମ୍ବର ୨୧ ତାରିଖରେ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବା (ଓଟିଏଟି) ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଏ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି । ଅନ୍ୟପଟେ ସେ କହିଛନ୍ତି ଓଟିଇଟି ଆନ୍ସର କି ରେ ଭୀଲ୍ ଥିବା ମାନିଛନ୍ତି ମନ୍ତ୍ରୀ ଏଥିପାଇଁ ଛାତ୍ରଛାତ୍ରୀ ଙ୍କ ଠାରୁ ନିଆଯାଇଥିବା ଫି ଖୁବ୍ ଶୀଘ୍ର ଫୋରାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ