ନରେନ୍ଦ୍ରପୁର ଓ କେ ଟି ଏନ୍ ପୁର ଗ୍ରାମ ର ଵରିଷ୍ଠ ନାଗରିକ ମଞ୍ଚ ତରଫ ରୁ ବିଭିନ୍ନ ଦାବୀ ନେଇ ଜଗନ୍ନାଥ ପୁର ରେଳ ଷ୍ଟେସନ ଧାରଣା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଓ କେ ଟିଏନପୁର ଗ୍ରାମ ର ଵରିଷ୍ଠ ନାଗରିକ ମଞ୍ଚ ତ ର ଫ ରୁ ରଵିଵାର ଦିନ ବିଭିନ୍ନ ଦାବୀନେଇ ଜଗନ୍ନାଥପୁର ରେଳବାଇ ଷ୍ଟେସନ ଠାରେ ଏକ ଘଣ୍ଟା ପ ଯ୍ୟ ନ୍ତ କର୍ମକର୍ତ୍ତା ମାନେ ଧାରଣା ଵସି ରହି ଥିଲେ। ଏହି ଅବସରରେ ବ୍ରହ୍ମପୁର ଵରିଷ୍ଠ ନାଗରିକ କମିଟି ମଞ୍ଚ ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣା ଙ୍କ ସଭାପତିତ୍ବ ଅନୁଷ୍ଠିତ ଧାରଣା ଙ୍କ ନେତୃତ୍ବରେ ଉଦଵୋଧନ ଦେଇ କହିଲେ ଜଗନ୍ନାଥପୁର ରେଳ ଷ୍ଟେସନ ହେଉଛି ଗ୍ରାମଞ୍ଚଳ ଏକ ପ୍ରାଣ କେନ୍ଦ୍ର ଅଟେ। ଏହି ଅଞ୍ଚଳରେ ଭାରତୀୟ ଖାଦ୍ୟ ନିଗମ,ରାଡାର ଅଫିସ ପାରାଳା ଇଞ୍ଜିନିୟ କଲେଜ, ବିଭିନ୍ନ ସରକାରୀ,ବେ ସରକାରୀ ଅନୁଷ୍ଠାନ ଥିଲେ ମଧ୍ୟ ଦୀର୍ଘ ଦିନ ହେଲା ଜଗନ୍ନାଥପୁର ରେଳ ଫାଟକ ଓଭ ର ବ୍ରିଜନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ଜନ ସାଧାରଣ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ସରକାରୀ କ ର୍ମଚାରୀ ଓ ଵରିଷ୍ଠ ନାଗରିକ ମାନେ ଭୁବନେଶ୍ୱର ଯିବାକୁ ପଡୁଥିଲା ବେଳେ କିଛି ଜରୁରୀ କାଳୀନ ଟ୍ରେନ ଗୁଡିକ ଜଗନ୍ନାଥପୁର ଷ୍ଟେସନ ରହୁ ନାହିଁ ବୋଲି ମତ ପ୍ରକାଶ କରି ଥିଲେ। ଜଗନ୍ନାଥପୁର ଷ୍ଟେସନ ପରିଚାଳକ ମନମୂଖୀ ଦ୍ବାରା ଜ ଗ ନ୍ନା ଥ ପୁ ର ଷ୍ଟେସନ ରୁଗୁଣା ଅଵସ୍ଥା ପଡ଼ିଥିବା ବେଳେ ରେଳ ଟିକେଟ ସମ୍ମୁଖରେ ସର୍ବଦା ମାଲ ବୋଝେଇ ଟ୍ରେନ ଅଟ କି ଥିବା ରୁ ଵରି ଷ୍ଠ ନାଗରିକ ମ ଞ୍ଚ କ ର୍ମ କ ର୍ତ୍ତା ମାନେ ଟ୍ରେନ ଯିବାକୁ ହେଲେ ଟ୍ରେନ ରହି ଥିବା ଗଳି କରି ଯିଵା କୁ ପଡୁଛି। ଅନ୍ୟ ପକ୍ଷେ ରେଳ ବାଇ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ଓଭର ବ୍ରିଜ ଦେଇ ଯିବା କଷ୍ଠ ସା ଧ୍ୟ ହେଉଛନ୍ତି। ଏହି ଧାରଣାରେ ଅଵସର ପ୍ରାପ୍ତ ଶି କ୍ଷ କ ନେତା ବିଜୟ କୁମାର ବେହେରା ଅବସର ପ୍ରାପ୍ତ ସାମରି କ କର୍ଣ୍ଣେଲ ରାମ ଚନ୍ଦ୍ର ଗୌଡ଼, ଉଦୟ ନାଥ ସେଠୀ,କିଶୋର କୁମାର ଜେନା ସୁବାସ ଚନ୍ଦ୍ର ପାଢୀ,ପ୍ରମୋଦ କୁମାର ସାହୁ,ଧର୍ମ ରାଜୁ ରେଡ୍ଡୀ,ଦେଵ ରାଜ ମହାଙ୍କୁଡ,ହାଡ଼ୁ ବେହେରା ଓ କେ ଟି ଏନ୍ ପୁର ଗ୍ରାମ ର ଵରି ଷ୍ଠ ନାଗରିକ କମିଟି ସଭାପତି ନର ହରି ପ୍ରଧାନ , ସମ୍ପାଦକ ବାଉରୀବନ୍ଧୁ ସାହୁ,ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସୋମ ନାଥ ବେହେରା,ଘନ ଶ୍ୟା ମ ପ୍ରଧାନ ବିଜୟ କୁମାର ବିଷୋୟୀ ଙ୍କ ସମେତ ବହୁ ସଭ୍ୟ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଦୁଇ ଦଫା ଦାବି ସହ ଟିକେଟ କାଉଣ୍ଟ ର ପାଖ ରୁ ମାଲ ବୋଝେଇ ଟ୍ରେନ ରହିବା ସ୍ଥାନ ରୁ ଉଚ୍ଛେଦ ପାଇଁ କ ର୍ମ କ ର୍ତ୍ତା ଓ ସଭାପତି ସ ମ୍ପାଦକ ଓ ସଦସ୍ୟ ସଭ୍ୟ ମାନେ ଉପସ୍ଥିତ ରେ ଜଗନ୍ନାଥପୁ ର ଷ୍ଟେସନ ମେନେଜର ଙ୍କୁ ସ୍ବାରକ ପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ