ନାଇଟ୍ ଭିଜନ ଅଭାବରୁ ଯୋଗୀଙ୍କ ହେଲିକେଫ୍ଟର ବାତିଲ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଆଜି ଦିନିକିଆ ଓଡିଶା ଗ୍ରସ୍ତରେ ଆସି ଫୁଲବାଣୀ ଓ ବ୍ରହ୍ମପୁରରେ ହେବାକୁ ଥିବା ବିଜୟସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ନାଇଟ୍ ଭିଜନ ବ୍ୟବସ୍ଥା ନଥିବାରୁ ହେଲିକେଫ୍ଟର ଉଡାଣ ପାଇଁ ଅନୁମତି ମିଳିନଥିଲା । ସେଥିପାଇଁ ସେ ଭୂବନେଶ୍ୱର ଏୟାରପୋର୍ଟରୁ ଟେଲିଫୋନ ଯୋଗେ ôଫୁଲବାଣୀ ଓ ବ୍ରହ୍ମପୁର ସ୍ଥାନରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ