ନାଉଗାଁରେ ଭଗତ ସିଂ ଙ୍କର ଫାଶି ଦିବସ ପାଳିତ

ନାଉଗାଁ : ଜାତୀୟ ସ୍ୱାଧୀନତା ଆନ୍ଦୋଳନର ମହା ସଂଗ୍ରାମୀ ଶହିଦ ଭଗତ ସିଂ ଙ୍କର ଫାସି ଦିବସ ରବିବାର ନାଉଗାଁ ବ୍ଳକର ଏ ଓାଇ.ଡି.ଆଇ ଶାଖା ପକ୍ଷରୁ ପାଳିତ ହୋଇଯାଇଛି । ଶାଖାର ଉପସଭାପତି ବିର କିଶୋର ମଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଗଙ୍ଗାଧର ଦାସ,ସଂଜୀବ ମହନ୍ତ,ବଂଶୀଧର ବେହେରା,ସୁବାସ ସ୍ୱାଇଁ,ସୁରେଶ ବେହୁରା ଆଦି ଯୋଗ ଦେଇ ଶହୀଦ ଭଗତ ସିଂଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ଜୀବନି ସଂପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ