ନାଗରିକତା ସଂଶୋଧନ ବିଲକୁ ନେଇ ମୁହଁ ଖୋଲିଲେ ନବୀନ 

ଭୂବନେଶ୍ୱର-ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବପରେ ମୁହଁଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।ସେ କହିଛନ୍ତି ନାଗରିକତା ସଂଶୋଧନ ଆଇନ ଭାରତୀୟ ନାଗରିକଙ୍କ ଉପରେ କୈାଣସି ପ୍ରଭାବ ପକାଇବନି ତାସହ ଆମେ ଏନଆରସିକୁ ସମର୍ଥନ କରୁନାହୁଁ । ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ଏନଆରସି ନେଇ ବିଜେଡି ଲୋକସଭା ଓ ରାଜ୍ୟସଭାରେ ନିଜର ମତ ସ୍ପଷ୍ଟ କରିସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ