ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

(ଯୁଗାବ୍ଦ ନ୍ୟୁଜ )ଶୁକ୍ରବାର ସନ୍ଧ୍ୟା ରେ ବ୍ରହ୍ମପୁର ସ୍ଥିତ ଟାଉନ ହଲରେ ବିଜେଡି ପକ୍ଷରୁ ନାଗରିକ ସମ୍ବର୍ନ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଧାନସଭା ର ବାଚସ୍ପତି ସୂର୍ଯନାରାୟଣ ପାତ୍ର , ବ୍ରହ୍ମପୁର ର ନବ ନିର୍ବାଚିତ ବିଧାୟକ ବିକ୍ରମ ପଣ୍ଡା , ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିଲେ । ନବ ନିର୍ବାଚିତ ବିଧାନସଭା ର ବାଚସ୍ପତି ଙ୍କୁ ନାଗରିକ ସମ୍ବର୍ଦ୍ଧନା ସମ୍ମାନରେ ସମ୍ମାନିତ କରାଯିବ ସହିତ ଅନ୍ୟ ସମ୍ମାନୀତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ