ନାଗ ସାପ ଉଦ୍ଧାର

ହାଟଡ଼ିହି, : (ସୌମ୍ୟରଞ୍ଜନ ଆଚାର୍ଯ୍ୟ ) ଛେନାପଦିଛକ ସ୍ଥିତ ତପନ ପାଢ଼ୀଙ୍କ ଘରୁ ଏକ ନାଗସାପ ଉଦ୍ଧାର କରାଯାଇଛି । ଘର ଭିତରେ ସାପଟି ଥିବା ପରିବାର ଲୋକେ ଦେଖିବାପରେ ହଦଗଡ ବନ ବିଭାଗକୁ ଜଣାଇଥିଲେ । ହଦଗଡ ଫରେଷ୍ଟର ଡମ୍ବରୁଧର ମହାନ୍ତଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗର କର୍ମଚାରୀ ରମେଶ ନାଇକ, ଉଦୟ ହେମ୍ରମ ପହଞ୍ଚି ସାପଟିକୁ ଉଦ୍ଧାର କରି ନେଇ ହଦଗଡ ଜଂଗଲରେ ଛାଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ