ନାଟ୍ୟଶିଳ୍ପୀ ବଦ୍ରୀ ନାରାୟଣ ମହାପାତ୍ର‌ଙ୍କ ପରଲୋକ

ଭବାନୀପାଟଣା,(‌ୱାଇଏନ୍‌ଏସ୍‌):କଳାହାଣ୍ଡିର ମହାନ ନାଟ୍ୟଶିଳ୍ପୀ ବଦ୍ରୀ ନାରାୟଣ ମହାପାତ୍ର ଆଉ ଆମ ଗହଣରେ ନାହାନ୍ତି, ସେ ବହୁ ଫି‌ଲ୍ମ ରେ ତା‌ଙ୍କର ଦକ୍ଷତା ‌ପ୍ରତିପାଦନ କରି ବେଶ ଲୋକ‌ପ୍ରିୟତା ହାସଲ କରିଥିଲେ । ତା‌ଙ୍କର ମୃତ୍ୟୁରେ କଳାହା‌ଣ୍ଡି ତଥା ନାଟ୍ୟଜଗତର ଏକ ଅପୁରଣୀୟ କ୍ଷତି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ