ନାବାଳିକାକୁ ନେଇ ଯୁବକ ଫେରାର

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ସୋସୋ ଥାନା ଅନ୍ତର୍ଗତ ବଉଳା ହଟିଂ ସାହିର ଏକ ନାବାଳିକାକୁ ସେହି ସାହିର ଜଣେ ଯୁବକ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ପିତାମ୍ବର ମଲ୍ଲିକଙ୍କ ପୁଅ ବାବୁନୁ ସେହି ସାହିର ଜଣେ ନା ବାଳିକା ଝିଅକୁ ଅପହରଣ କରିନେଇଥିବା ପରିବାର ଲୋକେ ବଉଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପରିବାର ଲୋକ ଅଭିଯୋଗ କଲେ ମଧ୍ୟ ପୋଲିସ ତରଫରୁ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ପରିବାର ଲୋକେ ଅଭିଯୋଗ କରଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ