ନାବାଳିକାକୁ ବଳାତ୍କାର ଉଦ୍ୟମ

କୁକୁଡାଖଣ୍ଡି ,(ହିମାଂଶୁ ପାଢ଼ୀ): ସଦରଥାନା ଅନ୍ତଗତ ହୁଗୁଳାପଟ୍ଟା ଗ୍ରାମରେ ଜଣେ ନାବାଳିକାକୁ ବଳାତ୍କାର ଉଦ୍ୟମ ଘଟଣାରେ ସଂପୃକ୍ତ ଯୁବକକୁ ଥାନାରେ ଅଟକ ରଖିଛି ପୋଲିସ।ଘଟଣା ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ ହୁଗୁଳାପଟ୍ଟା ଗ୍ରାମର କାଳିଆ ସ୍ବାଇଁ(୩୨) ଉକ୍ତ ଗ୍ରାମର ବାବୁଲା ସାହୁ ଙ୍କ ଘରକୁ ଯାଇ ଘରେ କିଏ ନଥିବା ଦେଖି ତାଙ୍କ ୧୦ ବଷିୟା ଝିଅକୁ ବଳାତ୍କାର ଉଦ୍ୟମ କରିଥିଲେ ।ପରେ ସେ ପାଟି କରିବାରୁ ସେଠାରୁ ଚାଲିଯାଇଥିଲେ । ବୁଧବାର ବାବୁଲା ଏନେଇ ସଥର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଥାନାରେ ୨୩୫/୨୦ ରେ ମାମଲା ରୁଜୁ କରି ସଂପୃକ୍ତ ଯୁବକକୁ ଅଟକରଖି ପଚାରାଉଚୁରା ସହ ତଦନ୍ତ ଚଲାଇଥିବା ନିମଖଣ୍ଡି ଫାଣ୍ଡି ଅଧିକାରୀ ଧୋବା ସ୍ବାଇଁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ