ନାବାଳିକାଙ୍କୁ ବ୍ଲାକ ମେଲିଂ କରି ଯୁବକ ଗିରଫ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ସୋସିଆଲ ମଡ଼ିଆ ରେ ନିଜକୁ ଝିଅ ପରିଚୟ ଦେଇ ନାବାଳିକା କୁ ଅଶ୍ଳୀଳ ଫୋଟୋ ଭେଡ଼ିଓ ମେସେଜ କରି ବ୍ଲାକମେଲ କରି ଗିରଫ ହେଲେ ରସିକିଆ ଯୁବକ ଜିତେନ୍ଦ୍ର ବେହେରା ସୂଚନା ଅନୁସାରେକିଛିଦିନ ତଳେ ଭବାନୀପାଟଣା ଜଣେ ନବଳିକା କୁ ସ୍ପକେଲ ନା ରେ ଇଂସ୍ଟ।ଗ୍ରାମ ରେ ନାବାଳିକାଙ୍କୁ ପ୍ରଥମେ ମେସେଜ ଆସିଥିଲା ଧୀରେ ଧୀରେ ଦୁଇ ଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା ପରେ ଅଶ୍ଲିଳ ଭିଡିଓ ଓ ଫଟୋ ମେସେଜ ଦେଇ ଥିଲା ପରେ ପରେ ପରିବାର ଲୋକେ ଯାଣିବା ପରେ ନାବାଳିକା ର ବାପା ଭବାନୀପାଟଣାର ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ପରେ କଳାହାଣ୍ଡି ଟାଉନ ପୋଲିସ ଫୋନ ଟ୍ରାସ ଟାଉନ ଥାନା ର ଏକ ଟିମ ନୟାଗଡ଼ ଦଶପଲ୍ଲା ଯାଇ ଜିତେନ୍ଦ୍ର ବେହେରା କୁ ପୋଇବାଡି ଠୁ ଗିରଫ କରି ଭବାନୀପାଟଣା ଟାଉନ ଥାନା କୁ କୁ ଆଣି ଅଧିକା ପଚାରୁଚୁରା କରୁଛି ସୂଚନା ଅନୁସାରେ ସେ ପୂର୍ବରୁ ବି ଅନେକ ଝିଅ କୁ ଏଭଳି ମେସେଜ କରି ହଇରାଣ କରିବାସହ ବ୍ଲାକମେଲ କରିଥିବା ଗିରଫ ଯୁବକ ପୋଲିସ ପାଖରେ ମାନି ଥିବା କଳାହାଣ୍ଡି ଏସ୍ପି ବିବେକ ଶ୍ରବଣ ଏମ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ