ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ଯନ୍ତାରେ ଯୁବକ

ରାଇରଙ୍ଗପୁର (ଅକ୍ଷୟ କୁମାର ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜନୈକ ନାବାଳିକା ସହିତ ୨୦୧୨ରୁ ୨୦୨୦ ପର୍ଯ୍ୟନ୍ତ ଅନୈତିକ ଶାରୀରିକ ସଂପର୍କ ରଖିବା ସହ ବିବାହ ନ କରିବା ଓ ୩ଥର ଗର୍ଭପାତ କରାଇବା ମାମଲା କେଶ ନଂ ୪୮/୨୧ ନେଇ ବହଳଦା ଅଂଚଳର କୁମ୍ଭିରଦା ଗ୍ରାମର ବେଟା ନାଏକ(୨୪)କୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ପୋଲିସ ବାନ୍ଧିବା ସହ ପକ୍ସୋ କୋର୍ଟକୁ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ