ନାବାଳିକା ସହ ମୋବାଇଲରୁ ପ୍ରିତି ପରେ ଦୈହିକ ସଂପର୍କ, ଧମକ ଅପହରଣ ମାମଲାରେ ଯୁବକକୁ କୋର୍ଟ ଚାଲାଣ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୋଲବେଡା ଗ୍ରାମର ମନୋଜ ପାତ୍ର (୧୯) ଜନୈକ ନାବାଳିକାକୁ ଦିର୍ଘ ବର୍ଷେ ହେଲା ପ୍ରିତି ଓ ପରେ ଦୈହିକ ସମ୍ପର୍କ ରଖି ଆସୁଥିଲା । ପରେ ଝିଅକୁ ଧମକ ଚମକ ଦେଇ ନଭେମ୍ବର ମାସ ୮ ତାରିଖ ଦିନ ଅପହରଣ କରି ଭାଲୁବଷାରେ ରଖିଥିଲା । ସେହିଦିନ ଝିଅ ଘର ଲୋକେ ଭାଲୁବସାରୁ ଝିଅକୁ ଉଦ୍ଧାର କରି ଘରକୁ ନେଇ ଆସିଥିଲେ ।ଝିଅର ବାପା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ ରେ ଚିକିତ୍ସାଧୀନ । ଏହାକୁ ନେଇ ପିଡଡିତାର ସାନବାପା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଗତ ୧୧ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଏକ ମାମଲା କେଶ ନଂ ୧୪୪/୨୦ ସେହି ୧୧ ତାରିଖ ଦିନ ରୁଜୁ କରାଯୈ ତଦନ୍ତ କରାଯାଉଥିଲା । ଶୁକ୍ରବାର ଦିନ ମନୋଜ କୁମାର ଗିରଫ କରାଯାଇ ବାରିପଦାସ୍ଥିତ ପୋସ୍କୋ ନିୟମ ଅନୁସାରେ ସ୍ବତନ୍ତ୍ର କୋର୍ଟ ସେସ୍ସନ୍ସ ଜଜଙ୍କ ପାଖରେ ହାଜର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ