ଆମ ଜିଲ୍ଲା ନାମାଙ୍କନ ପତ୍ର ଦାଖଲ କଲେ ବିଭୁତି ଜେନା 25/03/201926/03/2019 admin 0 Comments ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଭୁତି ଜେନା ଗୋପାଳପୁର ବିଧାନଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ରାଜ୍ୟ ସଂପାଦକ ତଥା ବରିଷ୍ଠ ନେତା ବିଭୁତି ଜେନା ନିଜର ନିଜର ହଜାର ହଜାର ପ୍ରଶଂସକଙ୍କ ଓ ଶୁଭେଛୁଙ୍କ ସହ ଆସି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଭୁତି ଜେନା । Spread the love