ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜିଥିଲା ଶେଷ ଦିନ । ଏଥିପାଇଁ ରାଜନୈତିକ ଦଳ ମାନଙ୍କ ମଧ୍୍ୟରେ ଥିଲା ଅନେକ ଉତ୍ସାହ । ବ୍ରହ୍ମପୁର ବିଧାନସଭା ଆସନ ପାଇଁ ହଜାର ହଜାର ସମର୍ଥକ ଙ୍କ ସହ ଆସି ବ୍ରହ୍ମପୁର ଉପଜିଲ୍ଲା ପାଳ ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ର ବିକ୍ରମ ପଣ୍ଡା ।