ନାଲକୋର ନୂଆଇଡିଙ୍କ ଦାଇତ୍ୱ ଗ୍ରହଣ
ବଅଁରପାଳ,(ଯୁଗାବ୍ଦ ନ୍ୟୁଜ) : ନାଲକୋର ନୂତନ ଇଡି ଭାବେ ମନସା ପ୍ରସାଦ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ସ୍ମେଲଟର ମହ।ପ୍ରବନ୍ଧକ ଭାବେ କାର୍ୟ୍ୟ ତୁଲାଉଥିଲେ। ତାଙ୍କୁ ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରକାଶ ଥାଉକି ପୂର୍ବତନ ଇ ଡି ରାଜ କିଶୋର ମିଶ୍ର କାର୍ୟ୍ୟରୁ ଅବସର ଗ୍ରହଣ କରିଛନ୍ତି କ୍ଷ