ନିଆଁରେ ପୋଡି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗ୍ରାମର ସେକ ଜାହିଦଙ୍କ ପୁଅ ସେକ ସାହିଦ(୨୨) ରିନିଦିନ ତଳେ ନିଆଁରେ ପୋଡିଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇ ସେଠାରେ ଚିକିତ୍ସାଧିନ ଥିଲେ । ଗତ ଶୁକ୍ରବାର ସେଠାରେ ତାଙ୍କର ମୃତ୍ୟୁ ହୋଇଯିବାରୁ ତାଙ୍କ ଶବକୁ ଗ୍ରାମକୁ ଅଣାଯାଇ ଜନାଜା ପାଠ କରାଯାଇ ତାଙ୍କୁ କବର ଦିଆଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ