ନିଆଁଲାଗି ଯୁବତୀ ଗୁରୁତର

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନଗର ଗ୍ରାମରେ ରୋଷେଇ କରୁଥିବା ବେଳେ ଦେହରେ ନିଆଁ ଲାଗି ଜଣେ ଯୁବତୀ ଗୁରୁତର ଆହାତ ହୋଇଛନ୍ତି । ଯୁବତୀ ଜଣକ ପରିଚୟ ଧାମନଗର କମଳା ଗ୍ରାମର କମଳା ବେହେରା ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧର୍ମଗଡ ମେଡିକାଲରେ ଭର୍ତ୍ତିକରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ