ଖୋର୍ଦ୍ଧା ରାଜ୍ୟ ନିଆରା ଢଙ୍ଗରେ ଗଜଲକ୍ଷ୍ମୀ ପୂଜା ପାଳନ 01/11/2023 YWPSENU8 0 Comments ନିଆରା ଢଙ୍ଗରେ ଗଜଲକ୍ଷ୍ମୀ ପୂଜା ପାଳନ ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଚାର୍ଯ୍ୟ ବିହାର ପରିଷଦ ଆନୁକୂଲ୍ୟରେ ମା ଗଜଲକ୍ଷ୍ମୀ ପୂଜା ସମିତି ପକ୍ଷରୁ ନିଆରା ଢଙ୍ଗରେ ଗଜଲକ୍ଷ୍ମୀ ପୂଜା ପାଳନ କରାଯାଇଛି । ଏହି ଅବସରରେ ସମିତି ପକ୍ଷରୁ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । Spread the love