ନିଆରା ଢଙ୍ଗରେ ନୂତନ ବର୍ଷ ପାଳନ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ନିଆରା ଢଙ୍ଗରେ ନୂତନ ବର୍ଷ ପାଳନ କରାଯାଇଛି । ଭଦ୍ରକ ଲାଙ୍ଗୁଡି ଗ୍ରାମ ସ୍ଥିତ ଉତ୍କଳ ଦରିଦ୍ର ନାରାୟଣ ସେବା ମନ୍ଦିରରେ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ଓ ଖାତା, କଲର ପେନ୍ସିଲ୍ , ସ୍କେଲ୍ ଇତ୍ୟାଦି ବଣ୍ଟନ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ଏଥିରେ ପ୍ରତିଷ୍ଠାତା ତ୍ରିଲୋଚନ ଦାଶ, ପୂଜାରାଣି ବେହେରା, ଅଜୟ କୁମାର ରାଉତ, ରତିକାନ୍ତ ନାୟକ, ତୋଫାନି ପଣ୍ଡା, ଗୌତମ ସୂତାର, ପଞ୍ଚାନନ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ