ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଚିକିଟି ଆଶ୍ରୟସ୍ଥଳୀ ଏବଂ ଆମ୍ବପୁଆ ରାମକୃଷ୍ଣ ଆଶ୍ରମରେ ଯୁବସମାଜ ସେବୀ ଶିବ ସାହୁଙ୍କ ଭାଣଞ୍ଜି ଗେଲିର ଜନ୍ମଦିନ ଅବସରରେ ଅନ୍ତେବାସୀ ମାନଙ୍କ ଗହଣରେ ପାଳନ କରାଯାଇଛି । ସୂଚନା ଥାଉ କି ସେବା ସଂସ୍ଥାନର ସଦସ୍ୟ ମାନେ ଜନ୍ମଦିନ କୁ ସମସ୍ତେ ନିଆରା ଢ଼ଙ୍ଗରେ ପାଳନ କରିବାକୁ ଚେଷ୍ଟା କରିଥାନ୍ତି । ଆଜି ମଧ୍ୟ ଜରାଶ୍ରମ ଏବଂ ଅନାଥ ଆଶ୍ରମରେ ସମସ୍ତ ବୃଦ୍ଧ ଏବଂ ଛୋଟ ପିଲାମାନଙ୍କୁ ଶୁଖିଲା ଖାଦ୍ୟ , ଖାତା,କଲମ ଏବଂ ପିଲାଙ୍କ ମନ ପସନ୍ଦ ଚକଲେଟ ବଣ୍ଟନ କରିଥିଲେ । ଆମର ଜଣେ ଅସହାୟ ମାଆଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଗୋଟିଏ ରକ୍ତ ବହୁତ ଜରୁରୀ ଥିବା ନିମନ୍ତେ ଆମ ସମାଜ ସେବୀ ଶିବ ଭାଇ ଏବଂ ତାଙ୍କ ସାଥି ମାନେ ଯାଇ ସେ ଅସହାୟ ମାଆଙ୍କୁ ବହୁତ୍ ସାହାଯ୍ୟ କରିଥିଲେ ଏବଂ ଗୋଟିଏ ରକ୍ତ ଶିବ ଭାଈ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ