ନିମାପଡା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୩୬ ହଜାର ୨୯୯ ଭୋଟର

(ଯୁଗାବ୍ଦ ନ୍ୟୁଜ୍‍):୨୦୧୯ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ଆଦର୍ଶ ଆଚରଣବିଧି ଗତ ୧୦ ତାରିଖରୁ ଲାଗୁ କରାଯାଇଅଛି । ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୧୦୬ନଂ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ୨ଲ୩୬ହଜାର୨୯୯ଜଣ ମତଦାତା ୨୮୦ଟି ବୁଥରେ ମତଦାନ କରିବେ । ଗତ ୨୦୧୪ ସାଧାରଣ ନିର୍ବାଚନ ବେଳେ ଭୋଟରଙ୍କ ସଂଖ୍ୟା ୨ଲକ୍ଷ୨୮ହଜାର୫୩୩ ଜଣ ଥିଲେ । ବର୍ତ୍ତମାନ ନୂତନ ଭୋଟର ଭାବେ ୭୭୬୬ଜଣ ଯୋଡି ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ