ନିମାପଡା ବ୍ଲକ ଟପର ହେଲେ ଅନନ୍ୟା ମିଶ୍ର
ନିମାପଡ଼ା, (ସନ୍ତୋଷ ଦାଶ):ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ରେ ନିମାପଡ଼ା ବ୍ଲକ ଭାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅନନ୍ୟା ମୟୀ ମିଶ୍ର ୫୬୦ ନମ୍ବର ରଖି ବ୍ଲକ ରେ ଟପର ହୋଇଛନ୍ତି। ସେ ଶିକ୍ଷକ ଅଞ୍ଜନ କୁମାର ମିଶ୍ର ଓ ସତରୁପା ମିଶ୍ର ଙ୍କ କନ୍ୟା ଅଟନ୍ତି। ସେ ଏହି କୃତିତ୍ବ ପାଇଁ ପିତା ମାତା ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଶେୟ ଦେଇଥିବାବେଳେ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଛା ମିଳିବାରେ ଲାଗିଛି।