ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍ କାର‌୍ୟ୍ୟକାରୀ କରିବାକୁ ଓଡ଼ିଶା ଯୁବଛାତ୍ର ସଂଘର୍ଷ ସମିତି ଗଠିତ

ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାର ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀମାନଙ୍କୁ ପାଠପଢା ଶେଷ ଦିନ ସରକାରୀ ନିଯୁକ୍ତି କିମ୍ବା ବେସରକାରୀ ନିଯୁକ୍ତି , ଗ୍ୟାରେଣ୍ଟି ସ୍କିମ୍ରେ କାର‌୍ୟ୍ୟକାରୀ କରିବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆସିପି)ର କାର‌୍ୟ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏଥିପାଇଁ ଓଡ଼ିଶା ଯୁବ ଛାତ୍ର ସଂଘର୍ଷ ସମିତି ଗଠନ କରାଯାଇଛି । ରାଜ୍ୟର ଛାତ୍ରଛାତ୍ରୀ, ଯୁବକ ଯୁବତୀମାନେ ଓଡ଼ିଶା ଯୁବଛାତ୍ର ସଂଘର୍ଷ ସମିତିରେ ଯୋଗ ଦେବାକୁ ସଭାପତି ରମେଶ ଚନ୍ଦ୍ର ରାଉତ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଯୁବକ ଯୁବତୀମାନଙ୍କୁ ନିବେଦନ କରିଛନ୍ତି। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ