ନିର୍ବ।ଚନ ଆଦର୍ଶ ଆଚରଣ ବିଧି ସମ୍ପର୍କିତ ସର୍ବ ଦଳୀୟ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ପ।ରଳ।ଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟ।ଙ୍କ ଅନ୍ତର୍ଗତ ଗ୍ର।ମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠ।ରେ ଜିଲ୍ଲ। ପ୍ରଶ।ସନ ପକ୍ଷରୁ ପର୍ଯ୍ୟବେକ୍ଷକ ଓ ର।ଜନୈତିକ ଦଳର ବ୍ୟକ୍ତି ମ।ନଙ୍କୁ ନେଇ ନିର୍ବ।ଚନ ଆଦର୍ଶ ଆଚରଣ ବିଧି ସମ୍ପର୍କିତ ଏକ ସର୍ବଦଳୀୟ ବୈଠକ କ।ର୍ଯକ୍ରମ ଅନୁଷ୍ଠିତ ହୋଇଯ।ଇଛି । ଆସନ୍ତ। ଫେବୃଆରୀ ମ।ସର ୧୬ ତ।ରିଖରୁ ୨୪ ତ।ରିଖ ମଧ୍ୟରେ ୫ଟି ପର୍ଯ୍ୟ।ୟ ରେ ତ୍ରିସ୍ତରୀୟ ପଞ୍ଚ।ୟତ ନିର୍ବ।ଚନ ଅନୁଷ୍ଠିତ ହେବ।କୁ ଯ।ଉଛି । ଏହି ଦୃଷ୍ଟିରୁ ଇତି ମଧ୍ୟରେ ପ୍ର।ର୍ଥୀ ମ।ନଙ୍କ ନ।ମ।ଙ୍କନ ପତ୍ର ଦ।ଖଲ, ପ୍ର।ର୍ଥୀପତ୍ର ଯ।ଞ୍ଚ ଓ ପ୍ରତ୍ୟ।ହ।ର ସମେତ ପ୍ରତିଦ୍ୱନ୍ଦିତ। ମୈଦ।ନରେ ରହିଥିବ। ପ୍ର।ର୍ଥୀ ମ।ନଙ୍କ ସବିଶେଷ ନ।ମ-ତ।ଲିକ। ସେମ।ନଙ୍କ ସିମ୍ବଲ ସହ ପ୍ରକ।ଶିତ ହୋଇ ସ।ରିଛି । ବର୍ତ୍ତମ।ନ ଗ୍ର।ମ।ଞ୍ଚଳରେ ପ୍ରତିଦ୍ୱନ୍ଦିତ। ମୈଦ।ନରେ ଅବତୀର୍ଣ୍ଣ ହୋଇଥିବ। ପ୍ର।ର୍ଥୀ ମ।ନଙ୍କ ପକ୍ଷରୁ ସେମ।ନଙ୍କ ସମର୍ଥକ ମ।ନଙ୍କ ସହଯୋଗରେ ପ୍ରଚ।ର କ।ର୍ୟ୍ୟକ୍ରମ ସରକ।ର ତଥ। ର।ଜ୍ୟ ନିର୍ବ।ଚନ କମିଶନଙ୍କ ନିର୍ଦ୍ଧ।ରିତ ଗ।ଇଡ଼ ଲ।ଇନ ପ୍ରକ।ରେ ଜୋର-ସୋରରେ ଚଳ।ଇଛନ୍ତି । ତେଣୁ ଏସବୁ ପ୍ରକ୍ରିୟ।କୁ ଦୃଷ୍ଟିରେ ରଖି ସମଗ୍ର ଗଜପତି ଜିଲ୍ଲ।ରେ ଆଗ।ମୀ ତ୍ରି-ସ୍ତରୀୟ ପଞ୍ଚ।ୟତ ନିର୍ବ।ଚନ ଅନୁଷ୍ଠିତ ହେଉଥିବ। ଅବସରରେ ନିର୍ବ।ଚନ ଆଦର୍ଶ ଆଚରଣ ବିଧି ଲ।ଗୁ କର।ଯ।ଇଛି । ନିର୍ବ।ଚନ ତ।ରିଖ ସମୟ ଦିନକୁ ଦିନ ପ।ଖେଇ ଆସୁଥିବ। ବେଳେ ପ୍ରତିଦ୍ବନ୍ଦିତ। କରୁଥିବ। ପ୍ର।ର୍ଥୀମ।ନଙ୍କ ପ୍ରଚ।ର କ।ର୍ଯକ୍ରମ ମଧ୍ୟ ଜୋର ସୋରରେ ଚ।ଲିଛି । ଏହି ଦୃଷ୍ଟିରୁ ପ୍ରଶ।ସନିକ ସ୍ତରରେ ନିର୍ବ।ଚନ ଆଦର୍ଶ ଆଚରଣ ବିଧିକୁ କିଭଳି ଅଧିକ କଡ।କଡି କର।ଯ।ଇ ନିର୍ବ।ଚନକୁ ଅବ।ଧ , ନିରପେକ୍ଷ ଓ ଶ।ନ୍ତିଶୃଙ୍ଖଳ। ଭ।ବେ ସମସ୍ତଙ୍କ ସହଯୋଗରେ ସମ୍ପନ୍ନ କର।ହେବ , ସେଥିନେଇ ଜିଲ୍ଲ। ପ୍ରଶ।ସନ ପକ୍ଷରୁ ର।ଜନୈତିକ ବ୍ୟକ୍ତି ମ।ନଙ୍କ ଏକ ସର୍ବଦଳୀୟ ବୈଠକ କ।ର୍ଯକ୍ରମ ଅନୁଷ୍ଠିତ ହୋଇଯ।ଇଛି । ଜିଲ୍ଲ।ପ।ଳ ତଥ। ଜିଲ୍ଲ। ନିର୍ବ।ଚନ ଅଧିକ।ରୀ ଶ୍ରୀ ଲିଙ୍ଗର।ଜ ପଣ୍ଡ।ଙ୍କ ଅଧ୍ୟକ୍ଷତ।ରେ ଏହି ସର୍ବଦଳୀୟ ବୈଠକ କ।ର୍ଯକ୍ରମ ଅନୁଷ୍ଠିତ ହୋଇଥିଲ। । ଏହି ବୈଠକ କ।ର୍ଯକ୍ରମରେ ର।ଜ୍ୟ ସରକ।ରଙ୍କ ପକ୍ଷରୁ ନିର୍ବ।ଚନ ଅବସରରେ ଆସିଥିବ। ପର୍ଯ୍ୟବେକ୍ଷକ (ଜେନେର।ଲ) ଶ୍ରୀ ବିଶ୍ୱ ମୋହନ ର।ୟ ଏବଂ ପର୍ଯ୍ୟବେକ୍ଷକ (ଖର୍ଚ୍ଚ) ଶ୍ରୀ ମଦନ ସିଂହ ପ୍ରମୁଖ ମଞ୍ଚଆସିନ ଥିଲେ । ମୁଖ୍ୟତଃ ପର୍ଯ୍ୟବେକ୍ଷକ ଦ୍ୱୟ ଆଗ।ମୀ ତ୍ରିସ୍ତରୀୟ ନିର୍ବ।ଚନ ଅନୁଷ୍ଠିତ ହେବ। ପରିପ୍ରେକ୍ଷୀରେ ସରକ।ରଙ୍କ ରହିଥିବ। ନିର୍ଦ୍ଧିଷ୍ଟ ଗ।ଇଡ଼ ଲ।ଇନ ସମ୍ପର୍କରେ ପୁଙ୍ଖ।ନୁପୁଙ୍ଖ ଭ।ବେ ଉପସ୍ଥିତ ବିଭିନ୍ନ ର।ଜନୈତିକ ଦଳର କର୍ମକର୍ତ୍ତ।ଙ୍କ ସମେତ ସରକ।ରୀ ଅଧିକ।ରୀ ମ।ନଙ୍କୁ ଅବଗତ କର।ଇଥିଲେ । ଏସବୁ ଗୁଡିକ ମଧ୍ୟରେ ମୁଖ୍ୟତଃ ନିର୍ବ।ଚନୀ ପ୍ରଚ।ର ଠ।ରୁ ଆରମ୍ଭ କରି ବିଭିନ୍ନ ମ।ଧ୍ୟମରେ ପ୍ରଚ।ର କ।ର୍ଯକ୍ରମ , ମତଦ।ନ ଓ କ।ଉଣ୍ଟିଙ୍ଗ ପର୍ୟ୍ୟନ୍ତ ନିର୍ଦ୍ଧିଷ୍ଟ ଗ।ଇଡ଼-ଲ।ଇନକୁ ମ।ନି କୋଭିଡ ନୀତି ନିୟମ ପ।ଳନ କରିବ। , ପ୍ରଚ।ର କ।ର୍ଯକ୍ରମ ସୀମିତ ପ୍ରକ।ରେ ମ।ତ୍ର ୫ ଜଣଙ୍କୁ ନେଇ ପ୍ରଚ।ର କରିବ। , ନିର୍ଦ୍ଧ।ରିତ ଭ।ବେ ସୀମିତ ଚ।ରି ଚକିଆ ଗ।ଡି ଓ ବ।ଇକ ପ୍ରଚ।ର କ।ର୍ଯରେ ଲଗ।ଇବ।, ଅଟୋ କିମ୍ବ। ବ।ଇକ ଯୋଗେ ମ।ଇକିଙ୍ଗ ପ୍ରଚ।ର କରିବ। , ସରକ।ରଙ୍କ ନିର୍ଦ୍ଧିଷ୍ଟ ସୂଚନ। ପ୍ରକ।ରେ ପ୍ର।ର୍ଥୀ ସେମ।ନଙ୍କ ନିର୍ବ।ଚନୀ ଖର୍ଚ୍ଚ ସୀମିତ ରଖିବ। , ନିର୍ବ।ଚନୀ ସଂକ୍ର।ନ୍ତୀୟ ଖର୍ଚ୍ଚ ତ।ଲିକ। ଧ।ରଣ ଖ।ତ। ଜିଲ୍ଲ। ପରିଷଦ ପ୍ର।ର୍ଥୀ ମ।ନଙ୍କୁ ଉପଜିଲ୍ଲ।ପ।ଳଙ୍କ କ।ର୍ୟ୍ୟ।ଳୟରୁ ଏବଂ ଅନ୍ୟ ସମସ୍ତ ପ୍ରତିଦ୍ବନ୍ଦିତ। କରୁଥିବ। ପ୍ର।ର୍ଥୀ ମ।ନଙ୍କୁ ସେମ।ନଙ୍କ ସମ୍ପୃକ୍ତ ବ୍ଲକ କ।ର୍ୟ୍ୟ।ଳୟ ପକ୍ଷରୁ ଆଟେଷ୍ଟେଡ଼ ହୋଇ ଯୋଗ।ଇ ଦିଆଯିବ। , ପୋଲିଙ୍ଗ ବେଳେ ସହନଗ କରିବ। , ଭୋଟ କ।ଉଣ୍ଟିଙ୍ଗ ବେଳେ ୨ ଡୋଜ କୋଭିଡ ଟୀକ। ନେଇଥିବ। ସ।ଙ୍ଗକୁ ୪୮ ଘଣ୍ଟ। ପୂର୍ବରୁ ଆରଟିପିସିଆର ଟେଷ୍ଟ ନେଗେଟିଭ ଥିବ। ବ।ଧ୍ୟତ।ମୂଳକ , ବିଜୟ ଶୋଭ।ଯ।ତ୍ର ବ।ହ।ରିବ। ମନ। ପ୍ରଭୃତି ସରକ।ରଙ୍କ ନୀତି ନିୟମ ରହିଥିବ। ଉପରେ ବିସ୍ତୃତ ଭ।ବେ ସୂଚନ। ଦେଇ ଏହ।କୁ ପ୍ରଶ।ସନିକ ସ୍ତରରେ କଡ।କଡି ଭ।ବେ ପ।ଳନ କର।ଯିବ ବୋଲି କହିଥିଲେ । ଅନ୍ୟପକ୍ଷରେ କୋଭିଡ ଗ।ଇଡ଼ ଲ।ଇନ କି ନିର୍ବ।ଚନ ଆଦର୍ଶ ଆଚରଣ ବିଧି ଯେଭଳି ଉଲଂଘନ ନ ହୁଏ , ସେଥିପ୍ରତି ସବୁ ସ୍ତରରେ ପ୍ର।ର୍ଥୀମ।ନେ ଯତ୍ନବ।ନହେବ।ପ।ଇଁ ବୈଠକରେ ଉଚିତ ପର।ମର୍ଶ ଦିଆ ଯ।ଇଥିଲ। । ଅନ୍ୟପକ୍ଷରେ ନିର୍ବ।ଚନ ପ୍ରଚ।ର ଠ।ରୁ ଆରମ୍ଭ କରି ଶେଷ ପର୍ୟ୍ୟ।ୟ ପର୍ୟ୍ୟନ୍ତ କୋଭିଡ ଗ।ଇଡ଼ ଲ।ଇନ କି ନିର୍ବ।ଚନ ସଂକ୍ର।ନ୍ତୀୟ ଗ।ଇଡ଼ ଲ।ଇନକୁ କୋଣସି ପ୍ରକ।ର ଉଲଂଘନ କରିବ। କି ଅଭିଯୋଗ ଆସିବ। ହେଲେ ସେଥିପ୍ରତି ପ୍ରଶ।ସନିକ ସ୍ତରରେ ଦୃଢ଼ କ।ର୍ୟ୍ୟ।ନୁଷ୍ଠ।ନ ଗ୍ରହଣ କର।ଯିବ।କୁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସୂଚନ। ଦିଆ ଯ।ଇଥିବ। ଜଣ।ପଡିଛି । ଏହି ବୈଠକ କ।ର୍ୟ୍ୟକ୍ରମରେ ଅନ୍ୟମ।ନଙ୍କ ମଧ୍ୟରେ ଏଡିଏମ ତଥ। ଅତିରିକ୍ତ ଜିଲ୍ଲ। ନିର୍ବ।ଚନ ଅଧିକ।ରୀ ଶ୍ରୀ ସଂଗ୍ର।ମ ଶେଖର ପଣ୍ଡ। , ଉପଜିଲ୍ଲ।ପ।ଳ ଶ୍ରୀ ଦିଲୀପ କୁମ।ର ମହ।ରଣ। ଏବଂ ଏଏସପି: ଶ୍ରୀ ବ।ମଦେବ ସିଂହ ପ୍ରମୁଖ ମଞ୍ଚଆସିନ ଥିବ। ବେଳେ ବିଭିନ୍ନ ର।ଜନୈତିକ ଦଳର କର୍ମକର୍ତ୍ତ। ଓ ପ୍ରଶ।ସନିକ ଅଧିକ।ରୀ ମ।ନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନ।ରେ ଅଂଶଗ୍ରହଣ କରିଥିଲେ ।