ଅପରାଧ ନିର୍ବାଚନରେ ଗ୍ରାମ ବିରୋଧୀ ଭୋଟ ଦେବା ଯୋଗୁଁ ଗ୍ରାମର ବାସନ୍ଦ ସହ ଜୋରିମାନା 06/05/201906/05/2019 yugabdha 0 Comments ନିର୍ବାଚନରେ ଗ୍ରାମ ବିରୋଧୀ ଭୋଟ ଦେବା ଯୋଗୁଁ ଗ୍ରାମର ବାସନ୍ଦ ସହ ଜୋରିମାନା ଗୋଳନ୍ଥରା ଥାନା ଅଧିନ ପାଟି ସୁନାପୁର ଗ୍ରାମର ବାସିନ୍ଦଙ୍କୁ ନିର୍ବାଚନରେ ଗ୍ରାମ ବିରୋଧୀ ଭୋଟ ଦେଇଥିବା ଯୋଗୁଁ ଗ୍ରାମ ବାସନ୍ଦ ସହ ଜୋରିମାନା ପକାଯାଇଛି । ଥାନା ସହ spଙ୍କୁ ଭେଟିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପରେ ଗ୍ରାମର 20ରୁ ଉର୍ଦ୍ଧ୍ୱ ଲୋକ ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି । Spread the love