ନିର୍ବାଚନ ପୁର୍ବରୁ ରାଜନୈତିକ ହିଂସା

କେନ୍ଦୁଝର ଜିଲ୍ଲା ଘସିପୁରା ଅଂଚଳରେ ନିର୍ବାଚନୀ ହିଂସା ଉଗ୍ରରୂପ ଧାରଣ କରିଥିବା ଦେଖିବାକୁ ମିଳିଛି । ଘଷିପୁରା ଥାନା ରାମଚନ୍ଦ୍ରପୁର ଥାନା ଭଣ୍ଡାରୀ ପୋଖରି ନିକଟରେ ପିସିସି ସଭାପତି ଙ୍କ ଗାଡି ଉପରେ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ୧୫ ଜଣ ଆହାତ ହୋଇଥିବା ଜଣାପଡିଛି । ଏହି ଭୟଙ୍କର ଷଡଯନ୍ତ୍ର ଭିତରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପ୍ରୁଅ ହାତଥିବା ଅଭିଯୋଗ କରିଛି କଂଗ୍ରେସ । ଏହି ଘଟଣା ପରେ ଏସପି ଜୟନାରାୟଣ ପଙ୍କଜ କହିଛନ୍ତି ଏହି ଘଟଣା ଉପରେ ତିକ୍ଷ୍ନ ନଜର ରଖାଯାଇଛି । ବତ୍ତମାନ ଚିକିସ୍ରା ନିମନ୍ତେ ଗୁରୁତ୍ୱ ଦିଆଯାଇଛି । ଏହା ପରେ ଦୋଷୀ ମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ