ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ବିଜୁ ଜନତା ଦଳ କିଛି ନେତାଙ୍କୁ ପୁନଃ ଦଳ କୁ ସ୍ୱାଗତ କରିଛି |ପ୍ରକାଶ ଥାଉକି ଗତ ମୁନିସିପାଲିଟି ନିର୍ବାଚନ ବେଳେ ଗଜପତି ଜିଲ୍ଲା ବିଜୁ ଜନତାଦଳ ଉପ ସଭାପତି ଶ୍ରୀ କାରିମି ଆପ୍ପାରାଓ ( ମଧୁ ) ଙ୍କୁ ବିଜେଡ଼ି ସାଙ୍ଘାଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଦସ୍ତଖତ ରେ ଗତ କାଲି ଏକ ଚିଠି ପହଁଚିଛି | ନିର୍ବାଚନ ସମୟ ରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ବହିଷ୍କାର କରାଯାଇଥିଲା | ସେ ଚଳିତ ନିର୍ବାଚନ ରେ ପୁଣି ସକ୍ରିୟ ଅଂଶ ଗ୍ରହଣ କରିବେ ବୋଲି ଶ୍ରୀ ରାଓ ଆମ ପ୍ରତିନିଧି ଙ୍କୁ କହିଛନ୍ତି | ସେ ନବୀନ ବାବୁ, ପର୍ଯ୍ୟବେକ୍ଷ କ ଶ୍ରୀ ଅତନୁ ସବ୍ୟସାଚୀ, ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କୁ କୃତଜ୍ଞ୍ୟତା ପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ