ନିର୍ବାଚନ ମଇଦାନରେ ଜୋରସୋରରେ ପ୍ରଚାର କରୁଛି କଂଗ୍ରେସ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ଜୋରସୋର ରେ ପ୍ରଚାର କରୁଛି କଂଗ୍ରେସ ପାର୍ଥି । ଘର ଘର ବୁଲି ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା 8 no ଜୋନ ରେ ଆଜି କଂଗ୍ରେସ ର ଜିଲ୍ଲା ପରିଷଦ ପାର୍ଥିନି ରୀନା ପ୍ରଧାନ ନିଜ ସମର୍ଥକ ଙ୍କ ସହିତ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଗତ ୫ବଷ ୮ନଂ ଜୋନ ରେ କଂଗ୍ରେସ ବିଜୟ ଲାଭ କରିଥିଲା ଏଥିର ବି କଂଗ୍ରେସ ବିଜୟ ଲାଭ କରିବ ବୋଲି ଅଣ୍ଟା ବିଡି ଥିବା ଦେଖି ବାକୁ ମିଳିଛି । ଏହି ୮ ନଂ ଜୋନ ରେ ସାଧାରଣ ଭୋଟ କାହା ସପକ୍ଷରେ ଯାଉଛି । ନା କଂଗ୍ରେସ ନା ବିଜେଡି ନା ବିଜେପି ସପକ୍ଷରେ ଏହି ଦେଖି ବାକୁ ରହିଲା ବାକି ଆଗାମୀ ୫ ବଷ ରେ ପଞ୍ଚାୟତ ଇଲେକ୍ସନ ରେ ବିଜେଡି ଦୁଇ ନଂ ନମ୍ବର ଥିଲା ବେଳେ ଏଥିରେ ବିଜେଡି ଓ ବିଜେପି ଅଙ୍କ କସା ଦେଖି ବାକୁ ମିଳୁନାହିଁ । ଏହି ପ୍ରତି ବିଜେପି ଓ ବିଜେଡି କାହାକୁ ଯିବ ସାଧାରଣ ଭୋଟ ର କଂଗ୍ରେସର ହାତ କୁ ଯିବ ଦେଖି ବାକୁ ରହିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ