ନିର୍ବାଚନ ଲଢ଼ିବେନି ମାୟା

ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ମାୟାବତୀ ଚଳିତ ଲୋକସଭା ନିର୍ବାଚନ ନ ଲଢ଼ିବାକୁ ଘୋଷଣା କରିଛନ୍ତି। ସମ୍ପ୍ରତି ବହୁଜନ ସମାଜବାଦୀ ପାର୍ଟି ଏବଂ ସମାଜବାଦୀ ପାର୍ଟି ମେଣ୍ଟ ଭଲ ସ୍ଥିତିରେ ରହିଛି। ତେବେ ନିର୍ବାଚନ ନ ଲଢ଼ିବା ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଫଳାଫଳ ଘୋଷଣା ପରେ ଆବଶ୍ୟକ ପଡ଼ିଲେ ସେ ନିର୍ବାଚନ ଲଢ଼ିବେ ବୋଲି ସେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ