ନିର୍ବାର୍ଚର୍ନ ଖର୍ଚ୍ଚ ଉପରେ କଡାନଜର

ବାଲେଶ୍ୱର (ଯୁଗାବ୍ଦ ନୁୃ୍ୟଜ ) : ଆଜି ଅପରାହ୍ନରେ ୪ ଜଣିଆ ଟିମ ଗଠନ କରାଯାଇ ନିର୍ବାଚନ ନିମନ୍ତେ ଟିମର ନୋଡାଲ ଅଫିସର ମାନଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଛି ।ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପର‌୍ୟ୍ୟବେକ୍ଷକ ମାନଙ୍କର ଆଗାମୀ ନିର୍ବାଚନକୁ ସ୍ୱଛ ଓ ଅବାଧ ନିରପେକ୍ଷ କରିବା ଦିଗରେ କିପରି ଅଙ୍କୁଣ ଲଗାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା । ସମସ୍ତ କାର‌୍ୟ୍ୟାଳୟ ଉପରେ ଟିକିନିଖି ନଜର ରଖିବା ସହ ଗୁରୁତ୍ୱ ପୂଣ୍ର ର୍ କାର‌୍ୟ୍ୟକ୍ରମର ଟିକିନିଖି ଭିଡିଓ ରେକଡି ଂ କରିବା ସହିିତ ଲୋକଙ୍କ ସଂଖ୍ୟା ଉପରେ ନଜର ରଖାଯିବ । ସୂଚନାଅନୁସାରେ ଗତ କାଲି ଠାରୁ ଭାରତୀୟ ରାଜସ୍ୱ ସେବାର ୪ ଜଣ ପର‌୍ୟ୍ୟବେକ୍ଷକ ଜଲ୍ଳାରେ ଆସି ପହଞ୍ଚିଛି । ୩୯-ରେମୁଣା , ୪୦ -ନୀଳଗିରି ପାଇଁ ଶୁଶ୍ରୀ କାଜଲେ , ୩୫- ଜଳେଶ୍ୱର, ୩୬ ଭୋଗରାଇ , ୩୭ ବସ୍ତା , ୩୮ ବାଲେଶ୍ୱର ବିଧାନସଭା , ନିର୍ବାଚନୀ ମଣ୍ଡଳି ପାଇଁ ଜିଲ୍ଲାରେ ବୁଲି ପରଖିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏଡିଏମ ,ପିଡି, ଉପଜିଲ୍ଲାପାଳ , ବାଲେଶ୍ୱର ନୀଳଗିରି ତଥା ରିଟର୍ଣ୍ଣି ଅଧିକାରୀଙ୍କ ସହ ସମସ୍ତ ନୋଡାଲ ଅଫିସର ,ପୋଲିସ ନୋଡାଲ ଅଫିସର , ସମସ୍ତ ସରକାରୀ ରିଟର୍ଣ୍ଣି ଅଫିସର , ଆକାଂଉଣ୍ଟି ଟିମ, ଭିଡିଓ ଭ୍ୟୁ ଟିମ୍ , ଷ୍ଟାଇକ ସର୍ଭିଲେନ୍ସ ଟିମ୍ , ମନିଟଂରି ଟିମ ନୋଡାଲ ଅଫିସର ଅଧିକାରୀ ମାନେ ଯୋଗ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ