ନିର୍ଭୟା ମାମଲାର ଶୁଣାଣି ଘୁଞ୍ଚିଲା
ନୂଆଦିଲ୍ଲୀ- ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଷୟା ଗଣଦୁଷ୍ମର୍ମ ତ୍ୟାଘଟଣାରେ ଦେଷୀସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ଏମାନଙ୍କ ମଧ୍ୟରେ ଥିବା ଅକ୍ଷୟ ସିଂ ଦାଖଲ କରିଥିବା ରିଭ୍ୟୁ ପିଟିସନ୍ ଉପରେ ଆଜି ସୁପ୍ରିମକୋର୍ଟ ଏହି ଶୁଣାଣିକୁ ଘୁଞ୍ଚାଇଦେଇଛନ୍ତି । ସୂଚନାଥାଉକି ୪ ଦୋଷୀଙ୍କୁ ଫାଶିଦଣ୍ଡ ଦାବିରେ ନିର୍ଭୟା ପରିବାର ଆବେଦନ କରିଥିଲେ । ଆସନ୍ତା ୧୮ରେ ପଟିଆଲା ହାଉସ୍ କୋର୍ଟରେ ପରବର୍ତ୍ତୀ ଶୁଣାଣୀ ହେବା ।