ନିର୍ମାଣ ସଂଘ ପକ୍ଷରୁ ସେବା ସପ୍ତାହ ପାଳିତ
ହାଟଡିହି, : ଭାଟିଆଶୁଣୀ ନିର୍ମାଣ ସଂଘ ବିଷ୍ଣୁପୁର ପକ୍ଷରୁ ସେବା ସପ୍ତାହ ପାଳିତ ହୋଇଯାଇଛି । ସାଧାରଣ ସମ୍ପାଦକ ପର୍ଶୁରାମ ଜେନା, ଜାନକୀ ଜେନା, ରୁକ୍ମଣୀ ଜେନା, ବେଙ୍ଗ ଜେନା, ବଉଳ କୁଅଁର, ମନ୍ଦି ଜେନା, ଗୋପୀନାଥ ଜେନା, ରବିନ୍ଦ୍ର ଜେନା, କୈଳାଶ ଜେନା, ଟୁକୁନୁ ଜେନା, ପାଗଳ ଜେନା, ଗଣେଶ୍ୱର ଜେନା, ମିଟୁ ଜେନା, ସନ୍ତୋଷ ଜେନା, ଥେଉଳ ଜେନା ପ୍ରମୁଖ ଉପସ୍ଥିତ ରହି ସେବା ସପ୍ତାହର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଶ୍ରମିକ ମାନଙ୍କୁ ଅବଗତ କରାଯାଇ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ଦିଆଯାଇଥିଲା ।


